ମରୁତ Maruta

  • ସଂ. ବି—(ମୃ. ଧାତୁ+ଅପାଦାନ. ଉତ୍, ଉତ୍; ଯାହା ଅଭାବରେ ଜୀବମନେ ମରିଯିବେ।) — ଦେବତା — Deity; an immortal
  • ସଂ. ବି—(ମୃ. ଧାତୁ+ଅପାଦାନ. ଉତ୍, ଉତ୍; ଯାହା ଅଭାବରେ ଜୀବମନେ ମରିଯିବେ।) — ବାୟୁ; ପବନ; ପଞ୍ଚ ମହାଭୂତମଧ୍ୟରୁ ଏକତମ — The air (one of the 5 elements of the creation)
  • ସଂ. ବି—(ମୃ. ଧାତୁ+ଅପାଦାନ. ଉତ୍, ଉତ୍; ଯାହା ଅଭାବରେ ଜୀବମନେ ମରିଯିବେ।) — ବାୟୁ ବା ପବନ ଦେବତା — The air personified as a Deity; the Wind god
  • ସଂ. ବି—(ମୃ. ଧାତୁ+ଅପାଦାନ. ଉତ୍, ଉତ୍; ଯାହା ଅଭାବରେ ଜୀବମନେ ମରିଯିବେ।) — [ଦ୍ର—କଶ୍ୟପଙ୍କ ସ୍ତ୍ରୀ ଦିତିଙ୍କ ପୁତ୍ରମାନେ ଦେବତାମାନଙ୍କ ଦ୍ୱାରା ନିହତ ହେବାରୁ ସେ ପତିଙ୍କ ନିକଟରେ ଗୋଟିଏ ଅଜେୟ ପୁତ୍ର ପ୍ରାର୍ଥନା କରି— ଥିଲେ। ସେହି ଫଳରେ ଦିତି ବାୟୁଙ୍କୁ ଗର୍ଭରେ ଧାରଣ କରିଥିବା ଅବସ୍ଥାରେ ଦିତିଙ୍କ ସପତ୍ନୀ ପୁତ୍ର ଇନ୍ଦ୍ର ଗର୍ଭସ୍ଥ ଭ୍ରୂଣକୁ ବଜ୍ରଦ୍ୱାରା 49 ଖଣ୍ଡ କରି କାଟି ପକାଇଲେ; କିନ୍ତୁ କଶ୍ୟପଙ୍କ ବର ପ୍ରଭାବରୁ ଏ ସ୍ୱତନ୍ତ୍ର ରୂପ ଧାରଣ କରି 49 ଖଣ୍ଡ 49 ବାୟୁ ନାମରେ ଖ୍ୟାତ ହେଲେ।] — [ଦ୍ର—କଶ୍ୟପଙ୍କ ସ୍ତ୍ରୀ ଦିତିଙ୍କ ପୁତ୍ରମାନେ ଦେବତାମାନଙ୍କ ଦ୍ୱାରା ନିହତ ହେବାରୁ ସେ ପତିଙ୍କ ନିକଟରେ ଗୋଟିଏ ଅଜେୟ ପୁତ୍ର ପ୍ରାର୍ଥନା କରି— ଥିଲେ ସେହି ଫଳରେ ଦିତି ବାୟୁଙ୍କୁ ଗର୍ଭରେ ଧାରଣ କରିଥିବା ଅବସ୍ଥାରେ ଦିତିଙ୍କ ସପତ୍ନୀ ପୁତ୍ର ଇନ୍ଦ୍ର ଗର୍ଭସ୍ଥ ଭ୍ରୂଣକୁ ବଜ୍ରଦ୍ୱାରା49ଖଣ୍ଡ କରି କାଟି ପକାଇଲେ; କିନ୍ତୁ କଶ୍ୟପଙ୍କ ବର ପ୍ରଭାବରୁ ଏ ସ୍ୱତନ୍ତ୍ର ରୂପ ଧାରଣ କରି49ଖଣ୍ଡ49ବାୟୁ ନାମରେ ଖ୍ୟାତ ହେଲେ]
  • ସଂ. ବି—(ମୃ. ଧାତୁ+ଅପାଦାନ. ଉତ୍, ଉତ୍; ଯାହା ଅଭାବରେ ଜୀବମନେ ମରିଯିବେ।) — ବାୟୁ କୋଣ; ଉତ୍ତର ପଶ୍ଚିମ କୋଣ — The north west point of the compass
  • ସଂ. ବି—(ମୃ. ଧାତୁ+ଅପାଦାନ. ଉତ୍, ଉତ୍; ଯାହା ଅଭାବରେ ଜୀବମନେ ମରିଯିବେ।) — ପ୍ରାଣ (ହି. ଶ) — Life
  • ସଂ. ବି—(ମୃ. ଧାତୁ+ଅପାଦାନ. ଉତ୍, ଉତ୍; ଯାହା ଅଭାବରେ ଜୀବମନେ ମରିଯିବେ।) — ପ୍ରାଣ ବାୟୁ — The breath of life; the vital air inside the body
  • ସଂ. ବି—(ମୃ. ଧାତୁ+ଅପାଦାନ. ଉତ୍, ଉତ୍; ଯାହା ଅଭାବରେ ଜୀବମନେ ମରିଯିବେ।) — ସୁନା (ହି. ଶ) — Gold
  • ସଂ. ବି—(ମୃ. ଧାତୁ+ଅପାଦାନ. ଉତ୍, ଉତ୍; ଯାହା ଅଭାବରେ ଜୀବମନେ ମରିଯିବେ।) — ସୌନ୍ଦର୍ଯ୍ଯ (ହି. ଶ) — Beauty; grace
  • ସଂ. ବି—(ମୃ. ଧାତୁ+ଅପାଦାନ. ଉତ୍, ଉତ୍; ଯାହା ଅଭାବରେ ଜୀବମନେ ମରିଯିବେ।) — ମରୁଆ (ହି. ଶ) (ଦେଖ) — Maruā (See)
  • ସଂ. ବି—(ମୃ. ଧାତୁ+ଅପାଦାନ. ଉତ୍, ଉତ୍; ଯାହା ଅଭାବରେ ଜୀବମନେ ମରିଯିବେ।) — ଗ୍ରନ୍ଥିପର୍ଣ୍ଣ (ହି. ଶ) — Granthi parnna (See)