ମରାଳ Marāḻa

  • ସଂ. ବି. ପୁଂ (ମୃ ଧାତୁ=ମରିବା+କର୍ତ୍ତୃ. ଆଳ) — ରାଜ— ହଂସ; ଆରକ୍ତ ଚଞ୍ଚୁ ଓ ଚରଣ ବିଶିଷ୍ଟ ରାଜ ହଂସ — Swan; gander
  • ସଂ. ବି. ପୁଂ (ମୃ ଧାତୁ=ମରିବା+କର୍ତ୍ତୃ. ଆଳ) — ପାତିହଂସ— କୁଜି ହଂସ; କାରଣ୍ଡବ — Drake (duck)
  • ସଂ. ବି. ପୁଂ (ମୃ ଧାତୁ=ମରିବା+କର୍ତ୍ତୃ. ଆଳ) — ଅଶ୍ୱ — Horse
  • ସଂ. ବି. ପୁଂ (ମୃ ଧାତୁ=ମରିବା+କର୍ତ୍ତୃ. ଆଳ) — ମେଘ — Cloud
  • ସଂ. ବି. ପୁଂ (ମୃ ଧାତୁ=ମରିବା+କର୍ତ୍ତୃ. ଆଳ) — କଜ୍ଜ୍ୱଳ — Collyrium
  • ସଂ. ବି. ପୁଂ (ମୃ ଧାତୁ=ମରିବା+କର୍ତ୍ତୃ. ଆଳ) — ଡାଳିମ୍ବ ଗଛମାନଙ୍କ ପୁଞ୍ଜ — A grove of pomegranate trees
  • ସଂ. ବି. ପୁଂ (ମୃ ଧାତୁ=ମରିବା+କର୍ତ୍ତୃ. ଆଳ) — ଠକ — A rogue; a cheat (Apte)
  • ସଂ. ବି. ପୁଂ (ମୃ ଧାତୁ=ମରିବା+କର୍ତ୍ତୃ. ଆଳ) — ହାତୀ (ହି. ଶ) — Elephant
  • ସଂ. ବିଣ — ମସୃଣ; ଚିକ୍କଣ — Smooth
  • ସଂ. ବିଣ — କୋମଳ — Soft; tender (Apte)
  • ସଂ. ବିଣ — ତେଲିଆ; ଚିକଣା — Oily; greasy (Apte)