ମରାତବ୍ Marātab

  • ବୈଦେ. ବି. (ଆ. ମରାତିବ୍) (କଚିରିଆ) — ପଦବୀ; ପଦ — Position
  • ବୈଦେ. ବି. (ଆ. ମରାତିବ୍) (କଚିରିଆ) — ଉତ୍ତରୋତ୍ତର ଘଟିବା ଅବସ୍ଥା — Successive condition or stage
  • ବୈଦେ. ବି. (ଆ. ମରାତିବ୍) (କଚିରିଆ) — ଧ୍ୱଜା; ପତାକା — Flag