ମରଦ Marada
- ବୈଦେ. ବି. ପୁଂ— (ଆ. ମର୍ଦ୍; ତୁଳ, ସଂ ମର୍ତ୍ତ୍ୟ) — ମର୍ଦ୍ଦ ମନୁଷ୍ୟ; ପୁରୁଷ — Man
- ବୈଦେ. ବି. ପୁଂ— (ଆ. ମର୍ଦ୍; ତୁଳ, ସଂ ମର୍ତ୍ତ୍ୟ) — [ଯଥା—ପଞ୍ଚ (ଞ୍ଚ)— ହତା ମରଦା।]
- ବୈଦେ. ବି. ପୁଂ— (ଆ. ମର୍ଦ୍; ତୁଳ, ସଂ ମର୍ତ୍ତ୍ୟ) — ଅଣ୍ଡିରା — Male
- ବୈଦେ. ବି. ପୁଂ— (ଆ. ମର୍ଦ୍; ତୁଳ, ସଂ ମର୍ତ୍ତ୍ୟ) — ସ୍ୱାମୀ; ଗେରସ୍ତ — Husband
- ଦେ. ବିଣ — ସାହସୀ — Brave; manly