ମରତ Marata
- ସଂ. ବି (ମୃ ଧାତୁ+ଭାବ. ଅତ) — ମରଣ; ମୃତ୍ୟୁ — Death
- ଗ୍ରା. ବି (ସଂ. ମର୍ତ୍ତ୍ୟ) (ପଦ୍ଯ) — ମଞ୍ଚପୁର; ମର୍ତ୍ତ୍ୟ— ଲୋକ; ପୃଥିବୀ — The earth; the world
- ଗ୍ରା. ବି (ସଂ. ମର୍ତ୍ତ୍ୟ) (ପଦ୍ଯ) — (ଉ—ମୋ ଘେନି ମରତେ କେତେ ମହାପ୍ରାଣୀ ତେଜିଲେ ପ୍ରାଣ । ରାଧାନାଥ. ଉଷା ।)
- ବୈଦେ. ବି (ଆ. ମର୍ତବା) ଥର; ଦଫା — Time