ମରଣ Maraṇa
- ସଂ. ବି (ମୃ ଧାତୁ= ମରିବା+ଭାବ. ଅନ) — ପ୍ରାଣ ତ୍ୟାଗ; ମୃତ୍ୟୁ; ମରିବା; ଆତ୍ମାର ଦେହ ତ୍ୟାଗ — Daying; death
- ସଂ. ବି (ମୃ ଧାତୁ= ମରିବା+ଭାବ. ଅନ) — ବିନାଶ — Destruction
- ସଂ. ବି (ମୃ ଧାତୁ= ମରିବା+ଭାବ. ଅନ) — ମହୁରା; ବତ୍ସନାଭ ନାମକ ବିଷ; କାଠ ବିଷ; ମିଠା ବିଷ — Aconite
- ଗ୍ରା. ବିଣ — ମଲା; ମୃତ — Dead
- ଗ୍ରା. ବିଣ — (ଉ—ମରଣଗଛ ପଲ୍ଲବ ସ୍ୱଚ୍ଛ ବସନତ ସ୍ଖଳନ । ଅଭିମନ୍ୟୁ. ବିଦଗ୍ଧ ଚିନ୍ତାମଣି ।)