ମରକ Maraka

  • ସଂ. ବି (ମୃ. ଧାତୁ+କରଣ ଅକ; ଯହିଁରେ ଲୋକ ମରନ୍ତି) — ମାରୀଭୟ; ମାରୀ; ମଡ଼କ — Pestilence; plague; murrain
  • ସଂ. ବି (ମୃ. ଧାତୁ+କରଣ ଅକ; ଯହିଁରେ ଲୋକ ମରନ୍ତି) — ଦେଶସଂକ୍ରାମକ ବ୍ୟାଧି — An epidemic