ମରକତ Marakata

  • ସଂ. ବି [ମରକ=ମାରୀଭେୟ+ ତୃ. ଧାତୁ=ପାର ହେବା+ କରଣ ଅ; ଏହା ଧାରଣ କଲେ ମାରୀଭୟରୁ ମନୁଷ୍ୟ ରକ୍ଷା ପାଏ ବୋଲି ବିଶ୍ୱାସ ଥିବାରୁ) — ସବୁଜ ବା ହରିଦ୍ବର୍ଣ୍ଣ ମଣିବିଶେଷ; ପନ୍ନା — Emerald
  • ସଂ. ବି [ମରକ=ମାରୀଭେୟ+ ତୃ. ଧାତୁ=ପାର ହେବା+ କରଣ ଅ; ଏହା ଧାରଣ କଲେ ମାରୀଭୟରୁ ମନୁଷ୍ୟ ରକ୍ଷା ପାଏ ବୋଲି ବିଶ୍ୱାସ ଥିବାରୁ) — [ଉ— ଘେନି ମରକତକେଶୀ କେଶୀ ରିପୁ ସୁତ ଶାସ୍ତ୍ରରୁ ପଢ଼ାଇବ । ଭଞ୍ଜ. ପ୍ରେମସୁଧାନିଧି।]
  • ସଂ. ବି [ମରକ=ମାରୀଭେୟ+ ତୃ. ଧାତୁ=ପାର ହେବା+ କରଣ ଅ; ଏହା ଧାରଣ କଲେ ମାରୀଭୟରୁ ମନୁଷ୍ୟ ରକ୍ଷା ପାଏ ବୋଲି ବିଶ୍ୱାସ ଥିବାରୁ) — [ଦ୍ର—ତୁଳନା କର. ପ୍ରୁସିୟାନ୍ — maragda(ମରଗଦ), ଲାଟିନ୍—Smaragdus(ସ୍ମରଗ୍ଦସ୍), ପ୍ରେଞ୍ଚ—Emerandeଏମେରଣ୍ଡେ ହିନ୍ଦୁ ଜ୍ୟୋତିଷୀଙ୍କ ମତରେ ଏ ରତ୍ନ ବୁଧ ଗ୍ରହଙ୍କର ପ୍ରିୟ ରତ୍ନ ]
  • ଦେ. ବି — ମରକତ କେଶରୀ (ଦେଖ) — Marakata keṡarī (See)
  • ଦେ. ବି — (ଉ—ପୁଣ୍ଯଶ୍ଳୋକ ମରକତ ମହୀପତି । ରାଧାନାଥ. ଦରବାର।)