ମମୀ Mamī

  • ବୈଦେ. ବି (ଇଂ ମମ୍ମୀ; ଆ. ମୁମାୟିନ୍; ଫା ମୋମ୍=ମହଣ) — ମହଣ ସହିତ ବିବିଧ ମସଲା ଦିଆଯାଇ ପ୍ରାଚୀନ ମିଶର ଦେଶୀୟ ପ୍ରଥା ଅନୁସାରେ ବହୁକାଳ ଅବିକୃତ ଅବସ୍ଥାରେ ସରକ୍ଷିଂତ ହୋଇଥିବା ଶବଦେହ ବା ମୁର୍ଦ୍ଦାର — A preserved dead body of Egypt; mummy; dead body preserved for a very long time with the help of wax and other spices
  • ବୈଦେ. ବି (ଇଂ ମମ୍ମୀ; ଆ. ମୁମାୟିନ୍; ଫା ମୋମ୍=ମହଣ) — [ଦ୍ର—ଏପରି ସୁରକ୍ଷିତ ଶବଦେହମାନ ମିଶର ଦେଶର ପୁରାତନ କବରମାନଙ୍କରୁ ବର୍ତ୍ତମାନ ସମୟରେ ଖୋଳା ହୋଇ ବାହାର କରା ଯାଉଅଛି। ବହୁ ସହସ୍ର ବର୍ଷ ପୂର୍ବରୁ ଶବମାନ ଆଜି ପର୍ଯ୍ୟନ୍ତ ଆବିକୃତ ଥିବା ଦେଖିଲେ ଆଶ୍ଚର୍ଯ୍ଯାନ୍ୱିତ ହେବାକୁ ହୁଏ।]