ମମକାର Mamakāra

  • ସଂ. ବି (ମମ=ମୋହର+କୃ ଧାତୁ+ଭାବ. ଅ) — ଏ ଧନ ଜନ ମୋର ବୋଲି ମନରେ ବିଚାର କରିବା; ମୋର ପୁତ୍ର, ମୋର କଳତ୍ର, ମୋର ଧନ ମୋର ଘର ଇତ୍ୟାକାର ଜ୍ଞାନ; ମମତା — Fondness or personal attachment for one's wordly possessions and family
  • ସଂ. ବି (ମମ=ମୋହର+କୃ ଧାତୁ+ଭାବ. ଅ) — (+କର୍ମ. ଅ) ନିଜର ଅର୍ଜିତ ସମ୍ପତ୍ତି (ହି. ଶ) — One's self-acquired property