ମନ୍ମନ Manmana
- ସଂ. ବି (ମନ୍ ଧାତୁ=ପ୍ରକାଶ କରିବା+କର୍ତ୍ତୃ. ମନ) — ଗଦ୍ଗଦ ବା ଅସ୍ପଷ୍ଟ ଶବ୍ଦ — Tremulous or choked voice
- ସଂ. ବି (ମନ୍ ଧାତୁ=ପ୍ରକାଶ କରିବା+କର୍ତ୍ତୃ. ମନ) — ଦମ୍ପତିଙ୍କ ମନ୍ଦ କଳ୍ପିତ — Confidential whisperings between husband and wife (Apte)
- ସଂ. ବି (ମନ୍ ଧାତୁ=ପ୍ରକାଶ କରିବା+କର୍ତ୍ତୃ. ମନ) — କାମଦେବ — The God of love (Apte)