ମନ୍ଦର Mandara

  • ସଂ. ବି. (ମନ୍ଥ ଧାତୁ+କରଣ.ଅର) — ପୌରାଣିକ ପର୍ବତ ବିଶେଷ — Name of a mythological mountain
  • ସଂ. ବି. (ମନ୍ଥ ଧାତୁ+କରଣ.ଅର) — [ଦ୍ର— ଦେବତା ଓ ଅସୁରମାନେ ସମୁଦ୍ର ମନ୍ଥନ କରିବା ସମୟରେ ଏହି ପର୍ବତକୁ ମନ୍ଥନଦଣ୍ଡରୂପେ ବ୍ଯବହାର କରିଥିଲେ ଓ ମନ୍ଥନର ଫଳରେ ଅମୃତ, ହଳା— ହଳ, ଚନ୍ଦ୍ର, ଲକ୍ଷ୍ମୀ, ଉଚ୍ଚୈଃଶ୍ରବା ଅଶ୍ୱ ଆଦି ବାହାରି— ଥିଲେ।]
  • ସଂ. ବି. (ମନ୍ଥ ଧାତୁ+କରଣ.ଅର) — ମୁକୁର; ଦର୍ପଣ — Mirror; looking glass
  • ସଂ. ବି. (ମନ୍ଥ ଧାତୁ+କରଣ.ଅର) — ଛାତି ଓ ନାଭି ମଧ୍ୟସ୍ଥ ଅଂଶ — The part between the breast and the navel
  • ସଂ. ବି. (ମନ୍ଥ ଧାତୁ+କରଣ.ଅର) — ମନ୍ଦାର (ଦେଖ) — Mandāra (See)
  • ସଂ. ବି. (ମନ୍ଥ ଧାତୁ+କରଣ.ଅର) — ଆଠସରିଆ ବା ଷୋଳସରିଆ ମୁକ୍ତାହାର — A necklace of pearl of 8 or 16 strings (Apte)
  • ସଂ. ବି. (ମନ୍ଥ ଧାତୁ+କରଣ.ଅର) — ସ୍ୱର୍ଗ — Heaven (Apte)
  • ସଂ. ବି. (ମନ୍ଥ ଧାତୁ+କରଣ.ଅର) — ବୃହତ୍ସଂହିତା ଅନୁସାରେ କୋଡ଼ିଏ ପ୍ରକାର ପ୍ରାସାଦ ମଧ୍ୟରୁ ଏକତମ — One of 20 kinds of buildings according to Hindu architecture
  • ସଂ. ବି. (ମନ୍ଥ ଧାତୁ+କରଣ.ଅର) — [ଦ୍ର—ଏ ପ୍ରସାଦ ଷଟ୍କୋଣ, ଏଥିର ବିସ୍ତାର ତିରିଶ ହାତ ଓ ଏଥିରେ ଦଶ ଭୂମିକା ଥାଏ—ହି. ଶ।]
  • ସଂ. ବିଣ — ବହୁଳ — Excessive; numerous
  • ସଂ. ବିଣ — ମନ୍ଦ; ଅଳସ — Lazy; tardy
  • ସଂ. ବିଣ — ଧୀର — Slow