ମନ୍ଦଗ Mandaga

  • ସଂ. ବିଣ. ପୁଂ — ଧୀରଗତିବିଶିଷ୍ଟ — Moving slowly
  • ସଂ. ବି — ଧୀରଗାମୀ ଯୋଦ୍ଧା — A soldier marching slowly
  • ସଂ. ବି — ଶନି ଗ୍ରହ — Saturn (Apte)