ମନ୍ତ Manta
- ଦେ. ବିଣ. ପ୍ରତ୍ୟୟ ପୁଂ. (ସଂ. ମତ୍ ପ୍ରତ୍ୟୟର ଅପଭ୍ରଂଶ; ଯଥା— ଗୁଣମନ୍ତ, ଧନମନ୍ତ, ବୁଦ୍ଧିମନ୍ତ) ଯାହାର ଅଛି — A suffix which is a variation of the sanskrit suffix 'Mat'
- ଦେ. ଅ. ପ୍ରତ୍ୟୟ — (ସର୍ବନାମ ସଙ୍ଗେ ଯୁକ୍ତ; ଯଥା—ଏମନ୍ତ, କେମନ୍ତ, ତେମନ୍ତ) ପରି; ପ୍ରକାରେ — (An affix added to pronouns meaning) Like; in (such) a manner