ମନ୍ତୁ Mantu
- ସଂ. ବି. (ମନ୍ ଧାତୁ+କର୍ତ୍ତୃ. ତୁ) — ମନୁଷ୍ୟ — Man
- ସଂ. ବି. (ମନ୍ ଧାତୁ+କର୍ତ୍ତୃ. ତୁ) — ରାଜା — King
- ସଂ. ବି. (ମନ୍ ଧାତୁ+କର୍ତ୍ତୃ. ତୁ) — ପ୍ରଜାପତି — The primordial progenitor of man kind
- ସଂ. ବି. (ମନ୍ ଧାତୁ+କର୍ତ୍ତୃ. ତୁ) — (+ଭାବ. ତୁ) ଈର୍ଷା — Envy; spite; rancour
- ସଂ. ବି. (ମନ୍ ଧାତୁ+କର୍ତ୍ତୃ. ତୁ) — କୋପ — Anger
- ସଂ. ବି. (ମନ୍ ଧାତୁ+କର୍ତ୍ତୃ. ତୁ) — (+କର୍ମ. ତୁ) ଅପରାଧ — Fault; crime