ମନୋଆରୀ Māno ārī

  • ଦେ. ବିଣ — ରଣତରୀ ସମ୍ବନ୍ଧୀୟ — Relating to man-o'war
  • ଦେ. ବିଣ — ବିଦେଶରୁ ଏ ଦେଶକୁ ଜାହାଜରେ ଆସି ବିକ୍ରି କରାଯାଉ— ଥିବା (ଖେଳନା, କଣ୍ଢେଇଆଦି) ମନୋହର (ଜିନିସ) — Fancy things (e.g. toys, dolls) imported by ships from foreign countries