ମଧୂକ Madhūka

  • ସଂ. ବି—(ମନ୍ ଧାତୁ+କର୍ତ୍ତୃ. ଉକ, ଊକ) — ମହୁଲ ଗଛ ଓ ଫୁଲ — Bassia Latifolia (tree and flower)
  • ସଂ. ବି—(ମନ୍ ଧାତୁ+କର୍ତ୍ତୃ. ଉକ, ଊକ) — ଯଷ୍ଟି ମଧୁ; ଯାଠି ମହୁ — Glycyrhiza Glabra
  • ସଂ. ବି—(ମନ୍ ଧାତୁ+କର୍ତ୍ତୃ. ଉକ, ଊକ) — ମହୁଲରୁ ପ୍ରସ୍ତୁତ ମଦ — Wine made from Mahula flowers
  • ସଂ. ବି—(ମନ୍ ଧାତୁ+କର୍ତ୍ତୃ. ଉକ, ଊକ) — (ଉ—ମଧୁକ ମଦିରା ପାନେ ରକ୍ତାକ୍ଷ ସରବେ। ରାଧାନାଥ ମହାଯାତ୍ରା।)