ମଧୁରୀ Madhurī

  • ଦେ. ବି (ସଂ. ମଧୁରିକା) — ମହୁରୀ ବାଜା — Name of a musical instrument; clarionet
  • ଦେ. ବି (ସଂ. ମଧୁରିକା) — (ଉ—ମଲ୍ଲୀ କଢ଼ି ଶଙ୍ଖ, ଅସଂଖ୍ୟ ଅନେକ, ଜନକ ମଧୁରୀ ମାଧୁରୀ। ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।)