ମଧୁରା Madhurā

  • ସଂ. ବିଣ. ସ୍ତ୍ରୀ (ମଧୁର+ଆ) — ମନୋହରା — Pleasing (female)
  • ବି — ପାଳଙ୍ଗ ଶାଗ; ମିଠା ପାଳଙ୍ଗ — The spinach
  • ବି — ଶତପୁଷ୍ପା; ଶଉପ — An armotic seed; dillseed
  • ବି — (ମଧୁ+ରା ମଥୁରା ପୁରୀ — The city of Mathurā (in U P. of India.)
  • ବି — ମଦୁରା ନଗର — Madura in Madras Proviced
  • ବି — ମିଠା ଲେମ୍ବୁ (ହି. ଶ) — 6. Sweet orange
  • ବି — ଯଷ୍ଟି ମଧୁ (ହି. ଶ) — Liquorice root
  • ବି — ମେଦା (ହି. ଶ) — A rare herb
  • ବି — କାକୋଳୀ (ହି.ଶ) — Kākoḻi (See)
  • ବି — କଦଳୀ ଗଛ (ହି.ଶ) — Plantain tree
  • ବି — ଶିମ୍ବ (ହି.ଶ) — Bean
  • ବି — ମସୁର (ହି. ଶ) — Lentil