ମଦ୍ର Madra
- ସଂ. ବି (ମଦ୍ ଧାତୁ=ହୃଷ୍ଟ ହେବା+ଭାବ. ର) — ହର୍ଷ; ଆନନ୍ଦ — Gay; delight
- ସଂ. ବି (ମଦ୍ ଧାତୁ=ହୃଷ୍ଟ ହେବା+ଭାବ. ର) — (+କରଣ. ର) ଶୁଭ; ମଙ୍ଗଳ — Bliss; prosperity
- ସଂ. ବି (ମଦ୍ ଧାତୁ=ହୃଷ୍ଟ ହେବା+ଭାବ. ର) — ପଞ୍ଜାବର ଅନ୍ତର୍ଗତ ପ୍ରାଚୀନ ଦେଶବିଶେଷ — Name of a province or kingdom in ancient India
- ସଂ. ବି (ମଦ୍ ଧାତୁ=ହୃଷ୍ଟ ହେବା+ଭାବ. ର) — [ଦ୍ର—ଏହା ଇରାବତୀ ଓ ଚନ୍ଦ୍ରଭାଗା ନଦୀଦ୍ୱୟର ମଧ୍ୟରେ ଅବସ୍ଥିତ ଥିଲା।]