ମଦୁରା Madurā

  • ଦେ. ବି. (ନାମ) (ସଂ. ମଧୁରା) — ଦକ୍ଷିଣ ଭାରତର ଗୋଟିଏ ବୃହତ୍ ନଗର — Name of a big town in southern India
  • ଦେ. ବି. (ନାମ) (ସଂ. ମଧୁରା) — [ଦ୍ର—ଏହା ମାନ୍ଦ୍ରାଜଠାରୁ 348 ମାଇଲ୍ ଦୂରରେ ଅବସ୍ଥିତ। ଏହାର ପ୍ରାଚୀନ ନାମ ଦକ୍ଷିଣ ମଥରା। ଏହା ପାଣ୍ଡ୍ୟ ରାଜାମାନଙ୍କର ରାଜଧାନୀ ଥିଲା। ଏଠାର ଦେବ ମନ୍ଦିର ଜଗତ୍ ବିଖ୍ୟାତ। ମନ୍ଦିରର ଏକ ଭାଗରେ ମୀନାକ୍ଷୀ ଦେବୀ ଓ ଅନ୍ଯ ଭାଗରେ ସୁନ୍ଦରଶ୍ୱେର ମହାଦେବ ପ୍ରତିଷ୍ଠିତ। ମନ୍ଦିରଟି ନାନା କାରୁକାର୍ଯ୍ୟ ବିମଣ୍ଡିତ —ମଦନମୋହନ. ତୀର୍ଥ ଦର୍ଶନ।] — [ଦ୍ର—ଏହା ମାନ୍ଦ୍ରାଜଠାରୁ348ମାଇଲ୍ ଦୂରରେ ଅବସ୍ଥିତ ଏହାର ପ୍ରାଚୀନ ନାମ ଦକ୍ଷିଣ ମଥରା ଏହା ପାଣ୍ଡ୍ୟ ରାଜାମାନଙ୍କର ରାଜଧାନୀ ଥିଲା ଏଠାର ଦେବ ମନ୍ଦିର ଜଗତ୍ ବିଖ୍ୟାତ ମନ୍ଦିରର ଏକ ଭାଗରେ ମୀନାକ୍ଷୀ ଦେବୀ ଓ ଅନ୍ଯ ଭାଗରେ ସୁନ୍ଦରଶ୍ୱେର ମହାଦେବ ପ୍ରତିଷ୍ଠିତ ମନ୍ଦିରଟି ନାନା କାରୁକାର୍ଯ୍ୟ ବିମଣ୍ଡିତ —ମଦନମୋହନ. ତୀର୍ଥ ଦର୍ଶନ]