ମଦୁଆ Maduā

  • ସଂ. ବିଣ. ପୁଂ — ମଦ ସମ୍ବନ୍ଧୀୟ — Realiting to wine
  • ସଂ. ବିଣ. ପୁଂ — ପାନାସକ୍ତ — Addicted to drinking; sottish
  • ବି — ମଦଖୋର୍ — Drunkard; a sot
  • ବି — (ଉ—କୁରୁ ପାଣ୍ଡୁ ଦୁଇ ସେନାଏତ ମଦୁଆ, ପ୍ରାୟେ ଯୁଦ୍ଧ ଦାଣ୍ଡେ ଯୁଝିଲେ ହୋଇ ଠିଆ। କୃଷ୍ଣସିଂହ ମହାଭାରତ ଭୀଷ୍ମ।)
  • ବି — ଗାଳି ବିଶେଷ — A term of abuse