ମଦାର Madāra

  • ସଂ. ବିଣ (ମଦ୍ ଧାତୁ=ମତ୍ତ ହେବା+କର୍ତ୍ତୃ. ଆର) — କାମୁକ — Lascivious; lustful
  • ସଂ. ବିଣ (ମଦ୍ ଧାତୁ=ମତ୍ତ ହେବା+କର୍ତ୍ତୃ. ଆର) — ଧୂର୍ତ୍ତ; ଶଠ — Fraudulent; deceitful; cheat
  • ବି — ଶଠ ବ୍ଯକ୍ତି — A cheat
  • ବି — କାମୁକବ୍ଯକ୍ତି — A lustful person
  • ବି — ହସ୍ତୀ — Elephant
  • ବି — ମତ୍ତହସ୍ତୀ — An elephant in rut
  • ବି — ଶୂକର — A hog
  • ବି — ବରାହ; ବାର୍ହା — A wild hog; a boar