ମଦାର୍ Madār

  • ବୈଦେ. ବି (ଆ) — କୌଣସି ବ୍ଯକ୍ତି ଉପରେ ଅର୍ପିତ କୋଣସି କାର୍ଯ୍ୟର ଭାର — Any charge entrusted to a person
  • ବୈଦେ. ବି (ଆ) — ଦାୟିତ୍ୱ — Responsibility
  • ବୈଦେ. ବି (ଆ) — ବିଶ୍ୱାସ — Trust; confidence