ମଦ ଗନ୍ଧ Mada gandha

  • ସଂ ବି ( 6 ଷ୍ଠୀ ତତ୍) — ହସ୍ତୀ ଗଣ୍ଡରୁ ନିଃସୃତ ମଦବାରିର ଉତ୍କଟ ଗନ୍ଧ — The strong smell of the juice exuded from the temples of an elephant in rut
  • ସଂ ବି ( 6 ଷ୍ଠୀ ତତ୍) — (ବହୁବ୍ରୀହି) ମଦ (ହି. ଶ) — Wine
  • ସଂ ବି ( 6 ଷ୍ଠୀ ତତ୍) — ଛତିଆନା (ଗଛ) (ହି.ଶ) — Alistonia Scholaris (tree)
  • ଦେ. ବି — ମଦ୍ୟରୁ ଉତ୍ପନ୍ନ ଗନ୍ଧ — The peculiar smell of wine (which comes out of the mouth of a drunkard or toddy pot or toddy-shop)