ମଥିତ Mathita

  • ସଂ. ବିଣ (ମଥ୍ ଧାତୁ+କର୍ମ. ତ) — ବିଲୋଡିତ; ଅଲୋଡ଼ିତ — Churned
  • ସଂ. ବିଣ (ମଥ୍ ଧାତୁ+କର୍ମ. ତ) — ଆନ୍ଦୋଳିତ — Stirred up
  • ସଂ. ବିଣ (ମଥ୍ ଧାତୁ+କର୍ମ. ତ) — ବ୍ୟାକୁଳୀକୃତ — Agitated
  • ସଂ. ବିଣ (ମଥ୍ ଧାତୁ+କର୍ମ. ତ) — ଉତ୍ପୀଡ଼ତ; ଅତ୍ୟାଚାରିତ; କ୍ଳେଶିତ — Oppressed; harassed
  • ସଂ. ବିଣ (ମଥ୍ ଧାତୁ+କର୍ମ. ତ) — ବିନଷ୍ଟ; ବିନାଶତ — Destroyed; crushed
  • ସଂ. ବିଣ (ମଥ୍ ଧାତୁ+କର୍ମ. ତ) — ହତ — Killed; slaughtered
  • ବି — ନିର୍ଜଳ ଦଧି — Unwatered curds