ମତ୍ସ Mat-sa
- ସଂ. ବି—(ମଦ ଧାତୁ+କର୍ତ୍ତୃ. ସ) — ମାଛ — Fish (Apte)
- ସଂ. ବି—(ମଦ ଧାତୁ+କର୍ତ୍ତୃ. ସ) — ମତ୍ସ୍ୟରାଜ — A lord of the Matsyas (Apte)
- ସଂ. ବି—(ମଦ ଧାତୁ+କର୍ତ୍ତୃ. ସ) — ମତ୍ସ୍ୟ ଦେଶ — The Matsya country
- ସଂ. ବି—(ମଦ ଧାତୁ+କର୍ତ୍ତୃ. ସ) — ମତ୍ସ୍ୟ ଦେଶବାସୀ — An inhabitant of the Matsya country