ମତ୍ତ Matta
- ସଂ. ବିଣ. ପୁଂ (ମଦ୍ ଧାତୁ=ହୃଷ୍ଟ ହେବା, ଭୋଳ ହେବା+କର୍ତ୍ତୃ ତ) — ଉନ୍ମତ୍ତ; ପ୍ରମତ୍ତ; ପାଗଲ — Maddened; overcome with extreme excitement
- ସଂ. ବିଣ. ପୁଂ (ମଦ୍ ଧାତୁ=ହୃଷ୍ଟ ହେବା, ଭୋଳ ହେବା+କର୍ତ୍ତୃ ତ) — ମତୁଆଳ; ନିଶାରେ ବିହ୍ୱଳ ବା ଭୋଳ — Intoxicated
- ସଂ. ବିଣ. ପୁଂ (ମଦ୍ ଧାତୁ=ହୃଷ୍ଟ ହେବା, ଭୋଳ ହେବା+କର୍ତ୍ତୃ ତ) — ଅତ୍ୟନ୍ତ ହୃଷ୍ଟ — Excited[synonym(s):মাতলামিमस्ती]with delight; overjoyed
- ସଂ. ବିଣ. ପୁଂ (ମଦ୍ ଧାତୁ=ହୃଷ୍ଟ ହେବା, ଭୋଳ ହେବା+କର୍ତ୍ତୃ ତ) — କ୍ରୋଧାନ୍ଧ; କ୍ରୋଧରେ ଜ୍ଞାନଶୂନ୍ଯ — Maddened with anger; blinded with rage
- ବି — କୋକିଳ — Cuckoo
- ବି — ବାୟା ହାତୀ; ଉନ୍ମତ୍ତ ବା କ୍ରୋଧାନ୍ଧ ହସ୍ତୀ — An elephant maddened with rage
- ବି — ମଦମତ୍ତ ହସ୍ତୀ — An elephant in rut
- ବି — ମହିଷ — Buffalo
- ବି — ଧୂସ୍ତୂର; ଧାତୁରା — The Datura Fastuosa (plant, fruit and flower)
- ଦେ. ବି — ମତ୍ତତା; ମାତୁ — Madness; paroxysm
- ପ୍ରାଦେ (ବାମଣ୍ଡା) ବି — ବୀର୍ଯ୍ଯ; ବଳ — Might; strength