ମତେ Mate

  • ଦେ. ଅ (ଅନ୍ଯ ସର୍ବନାମ ଶବ୍ଦ ସଙ୍ଗେ ଲାଗେ) — ମତ (ଦେଖ) (ଅମୁକ) ପ୍ରକାରେ — Mata (See) In (such) a manner
  • ଦେ. ଅ (ଅନ୍ଯ ସର୍ବନାମ ଶବ୍ଦ ସଙ୍ଗେ ଲାଗେ) — [ଉ—କେତେ ଲୀଳା ନୃତ୍ୟ କରେ କେତେମତେ । ରାଧାନାଥ. ମହାଯାତ୍ରା।]
  • ସର୍ବ (ଅନାଦରାର୍ଥ) — ଆମ୍ଭଙ୍କୁ — Me; to me