ମତୁଆରା Matuārā

  • ଦେ. ବିଣ (ସଂ. ମତ୍ତ) — ଉନ୍ମତ୍ତ — Maddened
  • ଦେ. ବିଣ (ସଂ. ମତ୍ତ) — (ଉ— ଫତୁଆ ହେବୁ କି? ସେ କାମ ଅମଳ—ମତୁଆଳ ଯୁବା ତୁଲେ। କବିସୂର୍ଯ୍ୟ. ସଙ୍ଗୀତ।)
  • ଦେ. ବିଣ (ସଂ. ମତ୍ତ) — ମଦୋନ୍ମତ୍ତ (ହସ୍ତୀ) — Infuriated; in rut (elephant)
  • ଦେ. ବିଣ (ସଂ. ମତ୍ତ) — ମଦନିଶାରେ ଭୋଳ — Intoxicated with wine
  • ବି — ମଦୁଆ ଲୋକ — Drunkard.)
  • ବି — ଉ— ଜଣେ ମତୁଆଲା କହିଥିଲା * * * ଫକୀରମୋହନ. ଛମାଣ. ଆଠଗୁଣ୍ଠ।)