ମତବାଇ Mata bāi

  • ଦେ. ବିଣ. ପୁଂ (ସଂ. ମତ୍ତ ଓ ବାତୁଳ) — ଇନ୍ଦ୍ରିୟ ବୃତ୍ତ ଚରିତାର୍ଥ ହୋଇ ନ ପାରିବା ଯୋଗୁଁ ପାଗଳ; ମଦନମତ୍ତ — Maddened on account of unsatiated sexual hankering