ମଣେହି Maṇehi

  • ଦେ. ବି — ମୁଣୋହିଁ; ରାଜମାନଙ୍କ ଭୋଜନ— କ୍ରିୟା — Dinner of kings
  • ଦେ. ବି — [ଉ—କହୁଁ କହୁଁ ରାମା ବେଶ ସାରି ବୋଇଲେ ଆସ ମଣୋହି କରି—ଭଞ୍ଜ. କୋଟିବ୍ରହ୍ମାଣ୍ଡ— ସୁନ୍ଦରୀ ।]