ମଣିମା Maṇmā
- ବୈଦେ. ଅ (ଆ. ମୁନିମା=ମୁନିବ୍=ପ୍ରଭୁ, ତୁଳ ସଂ. ମହିମା) — ପ୍ରଭୋ ! ହେ ଦୟାମୟ ! — (Interj) Oh Lord !
- ବୈଦେ. ଅ (ଆ. ମୁନିମା=ମୁନିବ୍=ପ୍ରଭୁ, ତୁଳ ସଂ. ମହିମା) — ପ୍ରଜା ଆଦିଙ୍କର ରାଜା ଓ ରାଣୀଙ୍କ ପ୍ରତି ସମ୍ବୋଧନ — 'Your Highness'; a term of address used by subjects to a Raja or Ranee
- ବୈଦେ. ଅ (ଆ. ମୁନିମା=ମୁନିବ୍=ପ୍ରଭୁ, ତୁଳ ସଂ. ମହିମା) — ଠାକୁରଙ୍କ ପ୍ରତି ସେବକର ସମ୍ବୋଧନ — An address used to Deity
- ବି — ରାଜା — king
- ବି — (ଉ— ଜୀବନ ଥବାଯାକ ରାଜାଙ୍କୁ ମଣିମା; ବୋଲୁଥାନ୍ତି ମଲେ ନ ଯାନ୍ତି ତାର ସୀମା । କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ ।)
- ବି — ରାଣୀ — A queen; a Rāṇī
- ବି — (ଯଥା— ପାଟ ମଣିମା, ନୂଆ ମଣିମା, କନ୍ଯା ମଣିମା ।)