ମଣିବା Maṇibā
- ଦେ. କ୍ରି (ସଂ. ମନ ଧାତୁ) — ଜାଣିବା — To know
- ଦେ. କ୍ରି (ସଂ. ମନ ଧାତୁ) — ବୁଝିବା — To understand
- ଦେ. କ୍ରି (ସଂ. ମନ ଧାତୁ) — ବୋଧ କରିବା — To feel
- ଦେ. କ୍ରି (ସଂ. ମନ ଧାତୁ) — (ଉ— ଲୁଣି ମଣିଲିଣି ମଧୁ ଝରକୁ । କବିସୂର୍ଯ୍ୟ. ସଙ୍ଗୀତ ।)
- ଦେ. କ୍ରି (ସଂ. ମନ ଧାତୁ) — ବିଚାର କରିବା — To think; to regard
- ଦେ. କ୍ରି (ସଂ. ମନ ଧାତୁ) — (ଉ—ପର ମଣିତ ରମଣି ! ଦେଲୁ କରମଣି ଛାଡ଼ିରେ । କବିସୂର୍ଯ୍ୟ. ସଙ୍ଗୀତ ।)
- ଦେ. କ୍ରି (ସଂ. ମନ ଧାତୁ) — ବିଶ୍ୱାସ କରିବା — To believe
- ଦେ. କ୍ରି (ସଂ. ମନ ଧାତୁ) — ସ୍ୱୀକୃତ ହେବା; ମଙ୍ଗିବା — To agree; to acquiesce
- ଦେ. କ୍ରି (ସଂ. ମନ ଧାତୁ) — ମୁକାବିଲା କରିବା; ପରୀକ୍ଷା କରିବା — To check; to compare
- ଦେ. କ୍ରି (ସଂ. ମନ ଧାତୁ) — କୌଣସି ନୂତନ ସ୍ଥାନକୁ ବା ବ୍ଯକ୍ତିକୁ ବା ଅବସ୍ଥାକୁ ଆଦରି ଯିବା ବା ରାଜି ହୋଇଯିବା — To become used or reconciled to a new place, position, work or person
- ଦେ. କ୍ରି (ସଂ. ମନ ଧାତୁ) — ଅନୁମାନ କରିବା — To infer
- ଦେ. କ୍ରି (ସଂ. ମନ ଧାତୁ) — (ଉ—ବିବାଦ ରଚି ତେମନ୍ତ, ସସୈନ୍ୟ ହୋଇ ଭରତ, ଗମନ କରିବା ପ୍ରାୟେ ମଣେ । ଭଞ୍ଜ. ବୈଦେହୀଶ ବିଳାସ।)