ମଣିତ Maṇita

  • ସଂ. ବି (ମଣ୍ ଧାତୁ=ଶବ୍ଦ କରିବା+ଭାବ. ତ) — ଚୁମ୍ବନ ଧ୍ୱନି — The sound of Kissing
  • ସଂ. ବି (ମଣ୍ ଧାତୁ=ଶବ୍ଦ କରିବା+ଭାବ. ତ) — ଇଷି ଇଷି ବାଣୀ; ରତି କୂଜିତ; ରମଣ କାଳରେ ରମଣୀର ଅବ୍ୟକ୍ତ ମଧୁର ଶବ୍ଦବିଶେଷ — The sweet and blissful sound emitted by a woman during cohabitation indicating ecstasy or orgasm