ମଡ୍ୟପୀ Madyapi

  • ଦେ. ବିଣ. ଓ ବି (ସଂ. ମଦ୍ୟପ) — ମଦୁଆ — Drunkard
  • ଦେ. ବିଣ. ଓ ବି (ସଂ. ମଦ୍ୟପ) — (ଉ— ବ୍ରହ୍ମଘାତୀ ମଦ୍ୟପୀ ନ୍ୟାସ ଅପହାରୀ, ମାତୃ ଅଗ୍ନି ଯେ ପିତୃତ୍ୟାଗୀ ପାପକାରୀ। କୃଷ୍ଣସିଂହ ମହାଭାରତ. ଦ୍ରୋଣ।)