ମଡେଇବା Maṟḍ̠eibā

  • ଦେ. କ୍ରି (ମାଡିବା କ୍ରିୟାର ଣିଜନ୍ତ ରୂପ) — The causative form of Maṟḍ̠ibā) ଅନ୍ୟଦ୍ୱାରା ମାଡ଼ିବା କ୍ରିୟା କରାଇବା; ଦଳାଇବା; ମଳାଇବା — To cause to be trampled; to cause to be trodden
  • ଦେ. କ୍ରି (ମାଡିବା କ୍ରିୟାର ଣିଜନ୍ତ ରୂପ) — The causative form of Maṟḍ̠ibā) (ଯଥା—ସେ ବଳଦଙ୍କ ଦ୍ୱାରା ଧାନ ମଡ଼ାଉଛି)
  • ଦେ. କ୍ରି (ମାଡିବା କ୍ରିୟାର ଣିଜନ୍ତ ରୂପ) — The causative form of Maṟḍ̠ibā) ଅନ୍ୟଦ୍ୱାରା ଭୂମିରେ (ଜଳ) ବିସ୍ତୃତ କରାଇବା — To cause (a land or place) to be irrigated
  • ଦେ. କ୍ରି (ମାଡିବା କ୍ରିୟାର ଣିଜନ୍ତ ରୂପ) — The causative form of Maṟḍ̠ibā) (ଯଥା— ସେ ମୂଲିଆଙ୍କ ଦ୍ୱାରା କ୍ଷେତରେ ପାଣି ମଡ଼ାଉଛି।)
  • ଦେ. କ୍ରି (ମାଡିବା କ୍ରିୟାର ଣିଜନ୍ତ ରୂପ) — The causative form of Maṟḍ̠ibā) ଭୂମିରେ ଜଳ ସେଚନ କରିବା — To irrigate a field
  • ଦେ. କ୍ରି (ମାଡିବା କ୍ରିୟାର ଣିଜନ୍ତ ରୂପ) — The causative form of Maṟḍ̠ibā) (ଯଥା—ରାମ ପଧାନ ଆଖୁ କ୍ଷେତରେ ପାଣି ମଡ଼ାଉଛି)
  • ଦେ. କ୍ରି (ମାଡିବା କ୍ରିୟାର ଣିଜନ୍ତ ରୂପ) — The causative form of Maṟḍ̠ibā) ଅନ୍ୟର ଜମିକୁ ଅଧି— କାର କରିବା — To encroach on another's boundary or land
  • ଦେ. କ୍ରି (ମାଡିବା କ୍ରିୟାର ଣିଜନ୍ତ ରୂପ) — The causative form of Maṟḍ̠ibā) (ଯଥା—ସେ ବାଡ଼କୁ ମୋ ଜମିରେ ହାତେ ମଡ଼ାଇ ଅଛନ୍ତି)
  • ଦେ. କ୍ରି (ମାଡିବା କ୍ରିୟାର ଣିଜନ୍ତ ରୂପ) — The causative form of Maṟḍ̠ibā) ଦେହରେ କୁର୍ତ୍ତା ବା ଯୋତା ପିନ୍ଧିବା — To put on a dress on the body
  • ଦେ. କ୍ରି (ମାଡିବା କ୍ରିୟାର ଣିଜନ୍ତ ରୂପ) — The causative form of Maṟḍ̠ibā) (ଯଥା—ସେ ଚଢ଼ଉ ଯୋତା ମଡ଼େଇ କରି କଚେରିକୁ ବାହାରି ଅଛି)
  • ଦେ. କ୍ରି (ମାଡିବା କ୍ରିୟାର ଣିଜନ୍ତ ରୂପ) — The causative form of Maṟḍ̠ibā) କୌଣସି ଦିଗକୁ ଗତି କରାଇବା — To cause to take a course towards any direction
  • ଦେ. କ୍ରି (ମାଡିବା କ୍ରିୟାର ଣିଜନ୍ତ ରୂପ) — The causative form of Maṟḍ̠ibā) (ଯଥା—ନଦୀର ପୂର୍ବ ପାଖରେ ବହୁତ ପାଣି ଅଛି, ପଶ୍ଚିମକୁ ମଡ଼େଇ କରି ନ ଗଲେ ଲୁଗା ଓଦା ହୋଇଯିବା)