ମଠେଇବା Maṭheibā

  • ଦେ. କ୍ରି — ବିଳମ୍ବ କରିବା — To delay
  • ଦେ. କ୍ରି — (ମାଠିବାର ଣିଜନ୍ତ) ଅନ୍ଯ ଦ୍ୱାରା ମାଠିବା କାର୍ଯ୍ୟ କରାଇବା — To cause to be polished