ମଞ୍ଜୁ Man̄ju

  • ସଂ. ବି —(ମନ୍ଜ୍ ଧାତୁ=ମାର୍ଜନ କରିବା+କର୍ତ୍ତୃ. ଉ) — ସୁନ୍ଦର; ମନୋଜ୍ଞ — Lovely; beautiful
  • ସଂ. ବି —(ମନ୍ଜ୍ ଧାତୁ=ମାର୍ଜନ କରିବା+କର୍ତ୍ତୃ. ଉ) — ମନୋମୋହକର — Charming; enchanting
  • ସଂ. ବି —(ମନ୍ଜ୍ ଧାତୁ=ମାର୍ଜନ କରିବା+କର୍ତ୍ତୃ. ଉ) — ମଧୁର — Sweet