ମଞ୍ଜୀ Man̄jī

  • (ମନଜ୍ ଧାତୁ+କର୍ତ୍ତୃ. ଇ;+ଈ) — ମଞ୍ଜରୀ; ଅଙ୍କୁର — Sprout; shoot
  • ଦେ. ବି (ସଂ. ବୀଜ; ତୁଳ ସଂ. ମଜ୍ଜା) — ଫଳମଧ୍ୟସ୍ଥ ବୀଜ — seed
  • ଦେ. ବି (ସଂ. ବୀଜ; ତୁଳ ସଂ. ମଜ୍ଜା) — ଆଗାମୀ ବର୍ଷ ପାଇଁ ରଖାଯିବା ଧାନ ଆଦି ଶସ୍ୟର ବିହନ — Paddy and other seeds kept for sowing next year
  • ଦେ. ବି (ସଂ. ବୀଜ; ତୁଳ ସଂ. ମଜ୍ଜା) — ଫଳର ବା କାଣ୍ଡାଦିର ଯେଉଁଅଂଶ ନୂଆ ଗଛ ଜନ୍ମାଇବା ପାଇଁ ବ୍ଯବହୃତ ହୁଏ — The portion of a plant or fruit used for raising new plant
  • ଦେ. ବି (ସଂ. ବୀଜ; ତୁଳ ସଂ. ମଜ୍ଜା) — [ଦ୍ର— ଆଖୁମଞ୍ଜି=ଆଖୁଦଣ୍ଡର କ୍ଷୁଦ୍ରଖଣ୍ଡମାନ। ଆଳୁମଞ୍ଜି =ଆଳୁପିଣ୍ଡର ଅଂଶ। ପୋଟଳମଞ୍ଜି=ପୋଟଳ ଗଛର ଚେରର କ୍ଷୁଦ୍ର ଅଂଶ।]
  • ଦେ. ବି (ସଂ. ବୀଜ; ତୁଳ ସଂ. ମଜ୍ଜା) — ଅଣ୍ଡକୋଷ — The testis
  • ଦେ. ବି (ସଂ. ବୀଜ; ତୁଳ ସଂ. ମଜ୍ଜା) — ମାଛଙ୍କ ଡିମ୍ବ — The spawn or ova of fishes
  • ଦେ. ବି (ସଂ. ବୀଜ; ତୁଳ ସଂ. ମଜ୍ଜା) — ପାଚିଥିବା ବ୍ରଣ ଭିତରେ ଥିବା ଗୋଟିଏ କଠିଣ ପୂଜମୟ କୀଳକ — A hard wedge-like pus inside a ripened boil
  • ଦେ. ବି (ସଂ. ବୀଜ; ତୁଳ ସଂ. ମଜ୍ଜା) — (ଲକ୍ଷାଣର୍ଥ) କଥାର ଗୁପ୍ତ ମର୍ମ; ରହସ୍ୟ ବା ସନ୍ଧି — (Figurative) The secret of a matter
  • ଦେ. ବି (ସଂ. ବୀଜ; ତୁଳ ସଂ. ମଜ୍ଜା) — (ଲକ୍ଷଣାର୍ଥ) କୌଣସି ସମସ୍ୟା ସାଧନ କରିବାର ମୂଳ ମନ୍ତ୍ର — (Figurative) The key to a problem
  • ଦେ. ବି (ସଂ. ବୀଜ; ତୁଳ ସଂ. ମଜ୍ଜା) — [ଉ—କଥାର ମଞ୍ଜି, କୁଆ ଧାନ ଖାଏ ବୋହୁକୁ ଗଞ୍ଜି—ଢଗ।]
  • ଦେ. ବି (ସଂ. ବୀଜ; ତୁଳ ସଂ. ମଜ୍ଜା) — (ଲକ୍ଷଣାର୍ଥ) କୌଣସି ବିଷୟର ମୂଳ କାରଣ — (Figuative) The root cause of a matter