ମଞ୍ଚ Man̄cha
- ସଂ. ବି (ମଞ୍ଚ୍ ଧାତୁ+କର୍ତ୍ତୃ ଅ;) — ଖଟ — Bedstead
- ସଂ. ବି (ମଞ୍ଚ୍ ଧାତୁ+କର୍ତ୍ତୃ ଅ;) — ମଞ୍ଚା; ଭାଡ଼ି — A scaffolding; a stage
- ସଂ. ବି (ମଞ୍ଚ୍ ଧାତୁ+କର୍ତ୍ତୃ ଅ;) — ବେଦୀ; ମଣ୍ଡପ — A platform; a pulpit
- ସଂ. ବି (ମଞ୍ଚ୍ ଧାତୁ+କର୍ତ୍ତୃ ଅ;) — ଉନ୍ନତ ସ୍ଥାନ — An elevated place
- ଦେ. ବି (ସଂ. ମର୍ତ୍ତ୍ୟ) — ମର୍ତ୍ତ୍ୟଲୋକ; ପୃଥିବୀ — The earth
- ଦେ. ବି (ସଂ. ମର୍ତ୍ତ୍ୟ) — [ଉ— ଜଳପାତ୍ର ଦେଇ ଯେ କରାଏ ସ୍ୱସ୍ତିବାଚ। ସେ ପୁଣି ଆଉ ଥରେ ନ ଦେଖେ ଆସି ମଞ୍ଚ। କୃଷ୍ଣସିଂହ ମହାଭାରତ ବନ।]