ମଞ୍ଚା Man̄chā

  • ଦେ. ବି (ସଂ. ମଞ୍ଚ) — ଉଚ୍ଚ ଭାଡ଼ି — A high scaffolding
  • ଦେ. ବି (ସଂ. ମଞ୍ଚ) — (ଉ—ମଞ୍ଚାରୁ ପଡ଼ି ମାମୁ ମଲା, ମତେ ହିଁ ଦଇବ ରଖିଲା। ଜଗନ୍ନାଥ ଭାଗବତ।)
  • ଦେ. ବି (ସଂ. ମଞ୍ଚ) — ଫସଲ ଜଗିବା ପାଇଁ ବିଲରେ କରାଯିବା ଭାଡ଼ି — A scaffolding raised in the field to watch the crops
  • ଦେ. ବି (ସଂ. ମଞ୍ଚ) — ବନ୍ୟ ଜନ୍ତୁ ଶିକାର କରିବା ପାଇଁ ବଣରେ ବନ୍ଧା ଯାଇଥିବା ଭାଡ଼ି — A machan; a high platform raised in the forest for seating the hunters