ମଝିଆ Majhiā

  • ଦେ. ବିଣ. — ମଝିଆଁ (ଦେଖ) — Majhiāñ (See)
  • ପ୍ରାଦେ.—(ସମ୍ବଲପୁର) ବି — ମାଝି; ମାଛ ଧରିବା ଓ ନୌକା ଚଳାଇବା ବ୍ଯବସାୟରେ ନିଯୁକ୍ତ କେଉଟ ଜାତିବିଶେଷ — A caste of fishermen and boatmen
  • ପ୍ରାଦେ.—(ସମ୍ବଲପୁର) ବି — ନୌଚାଳକ — Boatman