ମଜୁତ୍ Majut

  • ବୈଦେ. ବିଣ (ଅ. ମୌଜୁଦ୍) (କଚିରିଆ) — ବିଦ୍ଯମାନ — Present
  • ବୈଦେ. ବିଣ (ଅ. ମୌଜୁଦ୍) (କଚିରିଆ) — ପ୍ରସ୍ତୁତ — Ready; at hand
  • ବୈଦେ. ବିଣ (ଅ. ମୌଜୁଦ୍) (କଚିରିଆ) — ଜମାଥିବା; ଗଚ୍ଛିତ; ନଗଦ — In cash; treasured
  • ବି — ନଗଦ ଧନ — Cash