ମଚ୍ଛ୍ଯ Machchhya

  • ଗ୍ରା. ବି—(ସଂ. ମଚ୍ଛ) — ମାଛ — Fish
  • ଗ୍ରା. ବି—(ସଂ. ମଚ୍ଛ) — ବିଷ୍ଣୁଙ୍କର ମତ୍ସ୍ୟାବତାର — The 1st incarnation of Bishṇu. (in the shape of a fish.)
  • ଗ୍ରା. ବି—(ସଂ. ମଚ୍ଛ) — [ଉ—ମଛ କଛ ଅବତାର ଛନ୍ତି ନାଏ ପଡ଼ି, ପ୍ରାଚୀ ବ୍ରହ୍ମନିରୂପଣ ଗୀତା।]