ମଚୁଆ Machuā

  • ଗ୍ରା. ବି—(ସଂ. ମଞ୍ଚ) — ଖଟର ଦଣ୍ଡା — The long beam of a bedstead
  • ଗ୍ରା. ବି—(ସଂ. ମଞ୍ଚ) — (ଉ—ରାମ ନାମ ଲାଗିଅଛି ଆଡ଼େଣୀ ମଚୁଆ—ପ୍ରାଚୀ ବ୍ରହ୍ମନିରୂପଣ ଗୀତା।)