ମଙ୍କ ନକ Maṅkan aka

  • ସଂ. ବି — ମହାଭାରତୋକ୍ତ କୁରୁକ୍ଷେତ୍ରର ଦ୍ୱାରପାଳ ଯକ୍ଷବିଶେଷ — Name of a demigod said to guard the Kuruksetra battle-field
  • ସଂ. ବି — (ଉ— କୁରୁ କ୍ଷେତ୍ରରେ ମଙ୍କନକ ଦ୍ୱାରପାଳ, ଅଛନ୍ତି ନମଇଁ ଯେ ତାଙ୍କ ପାଦତଳ। କୃଷ୍ଣସିଂହ. ମହାଭାରତ. ବନ।)
  • ସଂ. ବି — ଋଷି ବିଶେଷ (ହି. ଶ) — Name of a sage