ମଘା Maghā

  • ସଂ. ବି. ସ୍ତ୍ରୀ [ମହ୍. ଧାତୁ +କର୍ମ. ଅ+ଆ] — ଜ୍ୟୋତିଷୋକ୍ତ 27 ନକ୍ଷତ୍ର ମଧ୍ୟରୁ ପଞ୍ଚତାରକାଯୁକ୍ତ ଦଶମ ନକ୍ଷତ୍ର — ଜ୍ୟୋତିଷୋକ୍ତ27ନକ୍ଷତ୍ର ମଧ୍ୟରୁ ପଞ୍ଚତାରକାଯୁକ୍ତ ଦଶମ ନକ୍ଷତ୍ର— The 10th lunar mansion or stellar constellation
  • ସଂ. ବି. ସ୍ତ୍ରୀ [ମହ୍. ଧାତୁ +କର୍ମ. ଅ+ଆ] — [ଦ୍ର—ଏ ନକ୍ଷତ୍ରରେ ଶୁତକାର୍ଯ୍ଯରେ ଯାତ୍ରା ନିଷିଦ୍ଧ, ନକ୍ଷତ୍ର ତଳେ ଟୀକା ଦେଖ, — See notes under Nakshatra)
  • ପ୍ରାଦେ [ସମ୍ବଲପୁର] ବି — ମାଘ — The month of Māgha
  • ପ୍ରାଦେ. ବିଣ — ମାଘ ମାସ ସମ୍ବନ୍ଧୀୟ — Relating to the month of Māgha
  • ପ୍ରାଦେ. ବିଣ — [ଉ—ମଘା ବରଷା, ମାଆପରସା, ଏ ଦୁହିଙ୍କର ଏକା ଦଶା। ଢଗ।]