ମଘମ Maghama

  • ଦେ. ବି (ସଂ. ମର୍ମ; ମଗ୍ନ) — କୌଣସି ବିଷୟର ମର୍ମ ବା ରହସ୍ୟ — The secret of a matter; the key to a matter
  • ଦେ. ବି (ସଂ. ମର୍ମ; ମଗ୍ନ) — ଅନ୍ତର୍ଦେଶ — Inside
  • ଦେ. ବି (ସଂ. ମର୍ମ; ମଗ୍ନ) — ହୃଦୟ; ଅନ୍ତର — Heart
  • ଦେ. ବି (ସଂ. ମର୍ମ; ମଗ୍ନ) — (ଯଥା—ଏ କଥା ତା ମଗମକୁ ବାଧିଲା।)
  • ବିଣ — ଗୁପ୍ତ — Secret
  • ବିଣ — ମର୍ମଭେଦୀ — Heart-rending; affecting the vital parts
  • ବିଣ — ସଙ୍କେତ ଦ୍ୱାରା ପ୍ରକାଶିତ (ବିଷୟ) — Expressed by signs