ମଗରବୀ Magarabī
- ବୈଦେ. ବିଣ (ଆ. ମଗରୀବ୍) — ପଶ୍ଚିମ ଦିଗ ସମ୍ବନ୍ଧୀୟ — Relating to the west
- ବୈଦେ. ବିଣ (ଆ. ମଗରୀବ୍) — (ଯଥା—ମଗରବୀ ନମାଜ୍=ସୁମଲମାନ୍ମାନେ ପଶ୍ଚିମ ଦିଗକୁ ମୁହଁ ବୁଲାଇ ସୂର୍ଯ୍ୟାସ୍ତ ପରେ ଯେଉଁ ନମାଜ୍ ବା ସ୍ତବ ଆବୃତ୍ତି କରନ୍ତି।)
- ଦେ. ବି (ଆ. ମଗରୀବ୍) — ସୂର୍ଯ୍ୟାସ୍ତର ଅବ୍ଯବହିତ ପରବର୍ତ୍ତୀ କାଳ — The time immediately after sunset
- ଦେ. ବି (ଆ. ମଗରୀବ୍) — ସୂର୍ଯ୍ୟାସ୍ତର ଅବ୍ଯବହିତ ପରେ ସୁମଲମାନ୍ମାନେ ପଶ୍ଚିମକୁ (ମକ୍କା ଆଡ଼କୁ) ମୁହଁ ବୁଲାଇ ଆବୃତ୍ତି କରିବା ନମାଜ — A Mahomedan's prayer just after sunset